الصفحة الرئيسية
موارد
التسعير
إنشاء القصة المصورة
تسجيل دخول
سجل كمعلم
سجل كفرد
بحث
Unknown Story
قم بإنشاء Storyboard
انسخ هذه القصة المصورة
لعب عرض الشرائح
اقرأ لي
إنشاء الخاصة بك!
ينسخ
نص القصة المصورة
ଇରେ ହେଇ! ୟେ କି ପାରିବା? ଗାଜର ଟା ପାଣି ଚୋବେଇଲା ପରିକା ଲାଗୁଛି!
ୟେ ଜେଜେମା କଣ କହୁଛନ୍ତି? ଆମେ ତ ଏମତି ହି ଗାଜର ଖାଇଛୁ...
ଆଃ ! କି ସ୍ବାଦ ତାର ! ଘରକୁ ନେଇକି ଆସିଲା ମାତ୍ରେ ଯଉ ବାସ୍ନା ! କିଛି କୀଟନାଶକ ନାହି କିଛି ନାହି !
ଆମ ସମୟରେ ଆମେ ଅଧିକାଂଶ ପନି ପରିବା ନିଜେ ଚାଷ କରୁଠିଲୁ । ଯାହା ଚାଷ ହେଉନଥିଲା ତାହା ଆମେ ପାଖ ବଜାରରୁ ଯାଇ ଅଣୁଥିଲୁ । କିନ୍ତୁ ସେଇଗୁଡିକ ଭି ବହୁତ ସତେଜ ଥିଲା ।
ଜେଜେମା ତାହେଲେ ଏମତି ଏବେ କାହିଁକି ହେଇଯାଇଛି? ଆମେ ଭି ତାହେଲେ ଚାଷ କରିବା ଆରମ୍ଭ କରିବା କି?
ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତନ । ଏହା ଦ୍ବାରା ପନି ପରିବା ଚାଷ ଭଲ ଭାବରେ ହେଇପାରୁନାହୀ । ଫସଲ କୁ ରୋକିବା ପାଇଁ ରାସାୟନିକ ପଦାର୍ଥ ର ନିରନ୍ତର ବ୍ୟବହାର ଦ୍ବାରା ପନି ପରିବା ଗୁଡିକ ଜଲ୍ଦି ପାଚି ଯାଉଛନ୍ତି ଏବଂ ତାଙ୍କ ରଙ୍ଗ ଓ ଚିକ୍କଣ ମଧ୍ୟ ବଢୁଛି । ଏହା ଖାଦ୍ୟ କୁ ଭି ବିଷାକ୍ତ କରିଥାଏ ।
ଆଜିକାଲି ସବୁ ପନିପରିବ ରେ ଅତ୍ୟଧିକ ଭାବରେ ହାନିକାରକ କୀଟନାଶକ ବ୍ୟବହାର କରାଯାଉଛି ଯାହା ତାର ସ୍ବାଦ ଏବଂ ସାମଗ୍ରିକ ପୁଷ୍ଟିକର ମୂଲ୍ୟକୁ ହ୍ରାସ କରିଥାଏ ।
ଆମ ଖାଇବା ରେ ନିତ୍ୟଦିନ ବ୍ୟବହାର ପାଇଁ ଯେଉଁ ଗୁଳ୍ମ , ପନିପରିବା ଯାହା ଘରେ ବଧିପରିବେ, ତାର ଏକ ଛୋଟୋ ବଗିଚା କୁ, କିଚେନ ଗାର୍ଡନ୍ ବୋଲି କହୁଛନ୍ତି ।
ଗ୍ରାମୀଣ ଅଞ୍ଚଳରେ ଚାଷ କରିବା ବେଶ ସହଜ କିନ୍ତୁ ସହରରେ ତାହା କରିବା ପାଇଁ ନା ଜାଗା ଅଛି ନା ସମୟ । କିନ୍ତୁ ଆମେ ଆମ ବଳ ରେ , ଘରେ ଏକ ଛୋଟୋ 'କିଚେନ ଗାର୍ଡନ୍' ଟିଏ କରିପାରିବ ।
'କିଚେନ.. ଗାର୍ଡନ୍.. ' ମାନେ କଣ ଜେଜେମା ?
ଆଗ କଳାରେ ଆମେ ଋତୁ ହିସାବ ରେ ପନି ପରିବା ଖାଉଥିଲୁ । ଆଜିକାଲି ତ ଆମ୍ବ ତୁମେ ଶୀତ ଦିନେ ଭି ପାଇବ ।
ଏଇ ସବୁ ଜିନିଷ ପାଇଁ ପିଲାମାନେ, ତୁମେ ଯେତେ ସମ୍ଭବ ଆମ ପୃଥିବୀ ର ଭଲ ପାଇଁ କାମ କରିବା ଆବଶ୍ୟକ ।
ଆଜ୍ଞାନ ଜେଜେମା! ଆମର ଭବିଷ୍ୟତ ପାଇଁ ଆମେ ଜଳବାୟୁ ପରିବର୍ଥନ ସହିତ ମୁକାବିଲା କରିବା ।
تم إنشاء أكثر من
40 مليون
لوحة قصصية
لا توجد تنزيلات ولا بطاقة ائتمان ولا حاجة إلى تسجيل الدخول للمحاولة!